ପ୍ଲାଷ୍ଟିକ ବିରୁଦ୍ଧରେ କେରଳ ସରକାରଙ୍କ ବଡ଼ ଧରଣର ଅଭିଯାନ:ଉତ୍ପାଦନ,ବିକ୍ରି ଓ ବ୍ୟବହାର ଉପରେ ସଂପୂର୍ଣ୍ଣ କଟକଣା

ତିରୁଅନନ୍ତପୁରମ୍‌ : ପ୍ଲାଷ୍ଟିକ ବିରୋଧରେ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ କରିଛନ୍ତି କେରଳ । ରାଜ୍ୟ ସରକାର କେବଳ ପ୍ଲାଷ୍ଟିକର ବ୍ୟବହାର ନୁହେଁ, ତାହାର ଉତ୍ପାଦନ, ବିତରଣ, ଖରିଦ ଓ ପ୍ରସାର ଉପରେ ସଂପୂର୍ଣ୍ଣ କଟକଣା ଲଗାଇଛନ୍ତି । ନିକଟରେ କେରଳ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ସବୁପ୍ରକାରର ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ଉତ୍ପାଦନ, ବିତରଣ, ଖରିଦ ଓ ବ୍ୟବହାର ଉପରେ ସଂପୂର୍ଣ୍ଣ ନିଷେଧାଜ୍ଞା ଲଗାଯାଇଛି । … Continue reading ପ୍ଲାଷ୍ଟିକ ବିରୁଦ୍ଧରେ କେରଳ ସରକାରଙ୍କ ବଡ଼ ଧରଣର ଅଭିଯାନ:ଉତ୍ପାଦନ,ବିକ୍ରି ଓ ବ୍ୟବହାର ଉପରେ ସଂପୂର୍ଣ୍ଣ କଟକଣା